Site icon ଆଜିକାଲି

ବାଇକ ଧକ୍କାରେ ପୋଲିଂ କର୍ମଚାରୀ ମୃତ

ଉମରକୋଟ: ନିର୍ବାଚନ ବେଳେ କାର୍ଯ୍ୟରତ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆଜି ବାଇକ ଧକ୍କାରେ ଜଣେ ପୋଲିଂ କର୍ମଚାରୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ଡ୍ୟୁଟିକୁ ଆସିଥିବାବେ​‌ଳେ ବୁଥ ସମ୍ମୁଖରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ବାମୀ ବିବେକାନନ୍ଦ ସ୍କୁଲ ବସରୁ ଓହ୍ଲାଇବା ବେଳେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ସେ ଗୁରୁତର ହୋଇଥିବାପଡ଼ିଥିବାବେଳେ ପରବର୍ତ୍ତି ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Exit mobile version