Site icon ଆଜିକାଲି

ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଓୟୁଟିଆରର ନୂଆ କୁଳପତି

ଭୁବନେଶ୍ୱର : ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ। ୪ ବର୍ଷ ପାଇଁ ଓୟୁଟିଆର କୁଳପତି ରହିବେ ପ୍ରଫେସର ବିଶ୍ୱାଳ। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି।

ଶିକ୍ଷକତା କ୍ଷେତ୍ରରେ ପ୍ରଫେସର ବିଶ୍ୱାଳଙ୍କ ଦୀର୍ଘ ୩୬ବର୍ଷର ଅଭିଜ୍ଞତା ରହିଛି। ସେ ବର୍ତ୍ତମାନ ଆଇଆଇଟି ସିଲଂର ଡାଇରେକ୍ଟର ଅଛନ୍ତି ।

Exit mobile version