Site icon ଆଜିକାଲି

ଏଡିଏମ ବାସଭବନ ନିର୍ମାଣକୁ ବିରୋଧ, ଆଜି ୬ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ସୁନ୍ଦରଗଡ : ଏଡିଏମ ବାସଭବନ ନିର୍ମାଣକୁ ବିରୋଧ । ସୁନ୍ଦରଗଡ ବନ୍ଦ ସୁନ୍ଦରଗଡ଼ ସହର ସରକାରୀ ବସ ଷ୍ଟାଣ୍ଡ ନିକଟରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଏଡିଏମ ବାସଭବନ ନିର୍ମାଣକୁ ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ ।

ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଆଜି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛନ୍ତି । ଏହି ସ୍ଥାନରେ ସରକାରୀ ବାସଗୃହ ନିର୍ମାଣ ନକରି ସହର ଦୋକାନ ଗୃହ ନିର୍ମାଣ କରାଯାଉ ନେଇ ୬ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି ।

Exit mobile version