Site icon ଆଜିକାଲି

ଆରସିଏଫଏଲରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଆରସିଏଫଏଲରେ ନିଯୁକ୍ତି ସୁଯୋଗ । ଏଥିରେ ମୋଟ ପୋଷ୍ଟ୍‌ ସଂଖ୍ୟା ୧୯ ଥିବାବେଳେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.rcfltd.com/hrrecruitment ଉପରେ କ୍ଲିକ୍ କରି ସିଧାସଳଖ ଆବେଦନ କରିପାରିବେ । ଅନ୍‌ଲାଇନ୍ ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ପ୍ରାର୍ଥୀଙ୍କୁ ଆବେଦନ ଫି’ ଭାବରେ ୧,୦୦୦ ଟଙ୍କା ଦେବାକୁ ପଡିବ । ଏହି ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ହାତରେ ଆଉ ମାତ୍ର ୧୦ ଦିନ ବାକି ଅଛି ।

Exit mobile version