Site icon ଆଜିକାଲି

ସାମାଜିକ ପରିବର୍ତ୍ତନରେ କ୍ରୀଡାର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାମାଜିକ ପରିବର୍ତ୍ତନ ଓ ଗୋଷ୍ଠୀ ବିକାଶରେ କ୍ରୀଡାର ପ୍ରମୁଖ ଭୂମିକା ରହିଛି। ଆଜି ଆନ୍ତର୍ଜାତିକ କ୍ରୀଡା ଦିବସରେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ରୀଡାର ପ୍ରସାର ସହ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ କ୍ରୀଡା ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିବାକୁ ତାଙ୍କ ସରକାର ସଙ୍କଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version