Site icon ଆଜିକାଲି

ସରୋଜ କୁମାର ସାମଲ ସୂଚନା ଓ ଜନସଂପର୍କ ବିଭାଗର ନିର୍ଦ୍ଦେଶକ ନିଯୁକ୍ତ


ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଆଇଏଏସ ଅଫିସର ସରୋଜ କୁମାର ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଇନ୍ଦ୍ରମଣି ତ୍ରିପାଠୀଙ୍କ ସ୍ଥାନରେ ସରୋଜ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ‌ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ – ଏସ ସି ଏସ ଟି ଆର ଟି ଆଇ ର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

Exit mobile version