ମେଷ: ମନ ଖୁସି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଅଧିକ ପରିଶ୍ରମୀ ହେବେ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ। ଆୟ ବୃଦ୍ଧି ପାଇବ।
ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ମନରେ ନକାରାତ୍ମକ ପ୍ରଭାବ ପଡ଼ିବ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।
ମିଥୁନ: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ଜଣେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆୟ ବୃଦ୍ଧି ପାଇବ। ମାନସିକ ଶାନ୍ତି ରହିବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ।
କର୍କଟ: ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅଧିକ କଠିନ ପରିଶ୍ରମ କରିବେ। ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ।
ସିଂହ: ମନ ଖୁସି ରହିବ। ବାହନ ସୁଖ ବଢ଼ିବ। ପରିବାର ସହିତ ସମୟ ବିତାଇବେ। ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ସାଙ୍ଗମାନଙ୍କ ସମର୍ଥନ ପାଇବେ।
କନ୍ୟା: ମନରେ ଆତ୍ମବିଶ୍ୱାସ ରହିବ। ଅଫିସ୍ରେ ଅଧିକାରୀଙ୍କ ସହଯୋଗ ମିଳିବ। ପ୍ରଗତିର ରାସ୍ତା ଖୋଲିବ। ଆୟ ବୃଦ୍ଧି ପାଇବ। ସଙ୍ଗୀତ ପ୍ରତି ଆକୃଷ୍ଟ ହେବେ।
ତୁଳା: ମନରେ ଅତ୍ୟଧିକ କ୍ରୋଧ ରହିବ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ବଦଳିପାରେ। କଠିନ ପରିଶ୍ରମ କରିବେ। ରୋଜଗାର ବଢ଼ିବ। ଜୀବନସାଥୀଙ୍କ ସମର୍ଥନ ପାଇବେ।
ବିଛା: ମନରେ ଆଶା ଓ ନିରାଶାର ଭାବ ରହିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭାଇ ଓ ଭଉଣୀଙ୍କଠାରୁ ସମର୍ଥନ ପାଇବେ। ସମ୍ପର୍କରେ ମଧୁରତା ରହିବ।
ଧନୁ: ମନ ଶାନ୍ତି ରହିବ। ସନ୍ତାନ ସୁଖ ବଢ଼ିପାରେ। ପାରିବାରିକ ପରିବେଶ ଭଲ ରହିବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ନିଜ ଖାଦ୍ୟପେୟକୁ ନେଇ ସଚେତନ ରୁହନ୍ତୁ।
ମକର: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ସନ୍ତାନ ସୁଖ ପାଇବେ। ମାନସିକ ଶାନ୍ତି ରହିବ।
କୁମ୍ଭ: ଆତ୍ମବିଶ୍ୱାସ ଭରପୂର ରହିବ। ମନ ଖୁସି ରହିବ। ଅଧିକ କଠିନ ପରିଶ୍ରମ କରିବେ। ପରିବାରରୁ ସମର୍ଥନ ପାଇବେ। ଖର୍ଚ୍ଚ ଅଧିକ ରହିବ। ଲାଭ ସ୍ଥିତି ସୃଷ୍ଟି ହୋଇପାରେ।
ମୀନ: ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ସୁଖ ବଢ଼ିବ। ପୁରୁଣା ବନ୍ଧୁ ଘରକୁ ଆସି ପାରନ୍ତି। ମନରେ ଶାନ୍ତି ଓ ଖୁସିର ଭବନା ରହିବ।