Site icon ଆଜିକାଲି

ଆଜିଠୁ ଆଉ ତିନିଟି ଜିଲାରେ ଖୋଲିଲା ସ୍କୁଲ୍, ୨୪ ଯାଏଁ ଚାଲିବ ସକାଳୁଆ ପାଠପଢା

ଭୁବନେଶ୍ୱର : ଆଜିଠୁ ରାଜ୍ୟର ଆଉ ତିନିଟି ଜିଲାରେ ଖୋଲିଲା ସ୍କୁଲ । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲାରେ ଆଜିଠୁ ସ୍କୁଲ ଖୋଲିଛି । ଏସବୁ ଜିଲାରେ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ୩୦ରୁ ୧୦ଟା ଯାଏ ପାଠପଢା ହେଉଛି । ୨୬ ତାରିଖରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ ।

ଆଜିଠୁ ଆଉ ତିନିଟି ଜିଲାରେ ଖୋଲିଲା ସ୍କୁଲ । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲାରେ ଆଜିଠୁ ସ୍କୁଲ ଖୋଲିଛି । ଏସବୁ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ୩୦ରୁ ୧୦ଟା ଯାଏ ପାଠପଢା ହେଉଛି । ୨୬ ତାରିଖରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବରଗଡ଼ ଜିଲାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ଜିଲ୍ଲାରେ ସକାଳ ସାଢେ ୬ଟାରୁ ଦିନ ୧୦ଟା ଯାଏ କ୍ଲାସ ଚାଲିବ । ୨୬ ତାରିଖରୁ ନିୟମିତ ସମୟ ଅନୁସାରେ କ୍ଲାସ ହେବାନେଇ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି ।

Exit mobile version