Site icon ଆଜିକାଲି

ପୁରୀ ଜିଲାରେ ଆଉ ୨ ଦିନ ବନ୍ଦ ରହିବ ସ୍କୁଲ

ପୁରୀ : ବନ୍ୟା ପ୍ରଭାବିତ ବ୍ଲକ ଗୁଡିକରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ଜିଲାର ୪ଟି ବ୍ଲକରେ ଆଉ ଦୁଇ ଦିନ ସ୍କୁଲ ଗୁଡିକ ବନ୍ଦ ରହିବ । ସୋମବାର ଓ ମଙ୍ଗଳବାର ନିମାପଡା, ଗୋପ, ଡେଲାଙ୍ଗ ଓ କଣାସ ବ୍ଲକରେ ସ୍କୁଲ ଛୁଟି ରହିବା ନେଇ ହେଲା ଘୋଷଣା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ କହିଲେ ମନ୍ତ୍ରୀ ।

Exit mobile version