ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ । ଆଉ ଏବେ ବାୟୁ ଗୁଣବତ୍ତା ସୂଚନକାଙ୍କ କମ୍ ଆସିବା ଯୋଗୁ ଲଗାଯାଇଥିବା ପ୍ରତିବନ୍ଧକୁ ହଟାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ପ୍ରଦାନ କରିଛନ୍ତି ।
ନୂଆ ଗାଇଡଲାଇନ ଅନୁସାରେ, ଏବେ ଅଫିସ ପୂର୍ଣ୍ଣ କ୍ଷମତା ସହ ଚାଲିବ । ହାଇୱେ, ସଡ଼କ, ଫ୍ଲାୟଓଭର, ଓଭରବ୍ରିଜ, ବିଦ୍ୟୁତ ଓ ପାଇଲାଇନ ସମ୍ବୋଧିତ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଟ୍ରକ ପ୍ରବେଶ କରିପାରିବ । ଏଥିସହିତ ନଭେମ୍ବର ୯ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବ ।
November 7, 2022
0 Comment
170 Views
୯ରୁ ଦିଲ୍ଲୀରେ ପୁଣି ଖୋଲିବ ସ୍କୁଲ
ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ । ଆଉ ଏବେ ବାୟୁ ଗୁଣବତ୍ତା ସୂଚନକାଙ୍କ କମ୍ ଆସିବା ଯୋଗୁ ଲଗାଯାଇଥିବା ପ୍ରତିବନ୍ଧକୁ ହଟାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ପ୍ରଦାନ କରିଛନ୍ତି ।ନୂଆ ଗାଇଡଲାଇନ ଅନୁସାରେ, ଏବେ ଅଫିସ ପୂର୍ଣ୍ଣ କ୍ଷମତା ସହ ଚାଲିବ । ହାଇୱେ, ସଡ଼କ, ଫ୍ଲାୟଓଭର, ଓଭରବ୍ରିଜ, ବିଦ୍ୟୁତ ଓ ପାଇଲାଇନ ସମ୍ବୋଧିତ ନିର୍ମାଣ କାର୍ଯ୍ୟ... Read More