Site icon ଆଜିକାଲି

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ

ଭୁବନେଶ୍ୱର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏସ୍‌ଆଇ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାର ଏସଆଇ ବିକ୍ରମ ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ଏକ ଜବତ ବାଇକ୍‌ ରିଲିଜ୍‌ କରିବାକୁ ଲାଞ୍ଚ ନେଉଥିଲେ ଏସ୍‌ଆଇ । ଏହାପରେ ବିକ୍ରମଙ୍କ ପୁରୁଣାକଟକ ସ୍ଥିତ ବାସଭବନ ସମେତ କ୍ୱାର୍ଟରରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ।

Exit mobile version