Site icon ଆଜିକାଲି

ମେସରେ ସର୍ପାଘାତ, ଛାତ୍ରୀ ମୃତ

କେନ୍ଦୁଝର, ସାପ କାମୁଡ଼ାରେ ଜଣେ +୨ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛାତ୍ରୀ ଜଣକ ପାଟଣା ବଜାର ନିକଟ ଏକ ଘରୋଇ ମେସରେ ରହି +୨ ପାଠ ପଢୁଥିଲେ। ଗତକାଲି ଶୋଇଥିବାବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କେନ୍ଦୁଝର ମେଡ଼ିକାଲରେ ମୃତ୍ୟୁ ହୋଇଥିବ।

Exit mobile version