Site icon ଆଜିକାଲି

ସାପ ବିଷ ରାକେଟର ପର୍ଦ୍ଦାଫାଶ, ୨୫ଟି ନାଗ ସାପ ଉଦ୍ଧାର କଲା ବନ ବିଭାଗ

ବାଲେଶ୍ଵର : ଏକ ସାପ ବିଷ ରାକେଟର ପର୍ଦ୍ଦାଫାଶ। ଚଢ଼ାଉ ବେଳେ ଉଦ୍ଧାର ହେଲେ ୨୫ଟି ନାଗ ସାପ । ବାଲେଶ୍ୱର ବନଖଣ୍ଡ ବାଲିଆପାଳ ପଞ୍ଚପଲ୍ଲୀରୁ ଚଢ଼ାଉ ବେଳେ ୨୫ ନାଗ ସାପ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ବିଷ ପାଇଁ ଏସବୁ ସାପ ବାହାର ରାଜ୍ୟକୁ ଚାଲାଣ ହେଉଥିବା କୁହାଯାଉଛି । ରାଜ୍ୟ ବାହାରକୁ ସାପ ବିଷ ରାକେଟ ଲମ୍ବିଥିବା କହିଛି ବନ ବିଭାଗ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Exit mobile version