Site icon ଆଜିକାଲି

ରାଜ୍ୟରେ କମିଛି ମାଓବାଦୀଙ୍କ କାର୍ଯ୍ୟକଳାପ : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କମିଛି ମାଓବାଦୀଙ୍କ କାର୍ଯ୍ୟକଳାପ । ହେଲେ ଏବେବି ୧୦ଟି ଜିଲାରେ ସକ୍ରିୟ ରହିଛନ୍ତି ମାଓବାଦୀ । ସେସବୁ ଜିଲ୍ଲା ଗୁଡିକ ହେଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡା, ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, ବରଗଡ । ଏସବୁ ଜିଲାରେ ପରିସ୍ଥିତି ଆହ୍ୱାନତ୍ମକ ରହିଛି । ଅନ୍ୟ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି । ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମାଓ କାର୍ଯ୍ୟକଳାପ ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ।

Exit mobile version