Site icon ଆଜିକାଲି

ବାଲେଶ୍ୱର ଜିଲାପାଳଙ୍କୁ ଏସଆରସି କ୍ଷମତା

ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କୁ ଏସଆରସି କ୍ଷମତା । ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସୁଥିବାରୁ ମିଳିଲା କ୍ଷମତା । ମୁକାବିଲା ପାଇଁ ହେଲିକପ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ।

ବନ୍ୟା ପରିଚାଳନା ପାଇଁ ଜିଲାପାଳଙ୍କୁ ଏସଆରସି କ୍ଷମତା ମିଳିଛି । ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ପଦକ୍ଷେପ । ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର ନିର୍ଦ୍ଦେଶ ।

Exit mobile version