ନୂଆଦିଲ୍ଲୀ: ପପୁଆ ନ୍ୟୁ ଟିନିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ରେକର୍ଡ ହୋଇଛି। ଏହି ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ଆଶଙ୍କା ରହିଛି। ଭୂପୃଷ୍ଠରୁ ୩୫ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳୀ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇପଡିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଏହି ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୦ ରହିଥିଲା। ଏଥିରେ ୭ ଜଣର ମୃତ୍ୟୁ ଘଟିଥିବାବେଳେ ବହୁ ଧନଜୀବନ ହାନୀ ଘଟିଥିଲା।
March 24, 2024
0 Comment
100 Views
ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ
by Editor
ନୂଆଦିଲ୍ଲୀ: ପପୁଆ ନ୍ୟୁ ଟିନିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ରେକର୍ଡ ହୋଇଛି। ଏହି ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ଆଶଙ୍କା ରହିଛି। ଭୂପୃଷ୍ଠରୁ ୩୫ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳୀ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇପଡିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଏହି ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର... Read More