Site icon ଆଜିକାଲି

ସୁନାପାଲି ଟ୍ରିପଲ ମର୍ଡର : ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠିତ

ସମ୍ବଲପୁର : ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସମ୍ବଲପୁର ସୁନାପାଲି ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ ଆରମ୍ଭ କରିଛି ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠନ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ୨ଟି ଟିମ୍‌ ରାଜ୍ୟ ବାହାରକୁ ଯାଇଛି । ଏହି ମର୍ଡରରେ ଏକାଧିକ ସାମିଲ ଥିବା ଅନୁମାନ କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ କହିଲେ ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି। ସୁନାପାଲିରେ ଏକ ଘର ଭିତରେ ମା’ ସହ ଦୁଇ ଛୁଆଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Exit mobile version