Site icon ଆଜିକାଲି

ପାରା ଏସୀୟ କ୍ରୀଡା ଚେସରେ ପଦକ ଜିତିଲେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ

ହାଙ୍ଗଝୁ : ପାରା ଏସୀୟ କ୍ରୀଡା ଚେସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଚେସ ବି୧ ( ବ୍ୟକ୍ତିଗତ ) ଇଭେଣ୍ଟରେ ସୈ। ନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ଜିତିଛନ୍ତି। ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କ ପରେ ପଦକ ଜିତିବାରେ ସୈ।ନ୍ଦର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ । ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ତିନିଟି ପଦକ ହାସଲ କରିଛନ୍ତି।

Exit mobile version