Site icon ଆଜିକାଲି

୨୮ ଅଗଷ୍ଟ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ – କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳ ହେବେ ।ବ୍ୟବସାୟରେ ସତର୍କ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ଅନୁଭବ କରିବେ । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଚିନ୍ତିତ ରହିପାରନ୍ତି ।

ବୃଷ-ଦାମ୍ପତ୍ୟ ସୁଖ ମିଳିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ସାମନ୍ୟ ଲାଭ । ଶରୀର ସୁସ୍ଥ ରହିବ । ମହିଳାମାନେ ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇ ଉପକୃତ ହେବେ ।

ମିଥୁନ – ଆର୍ଥିକ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଉନ୍ନତି ଘଟିବାର ଆଶା କମ୍ । ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ମହିଳାମାନେ କର୍ମଜୀବି ହୋଇପାରନ୍ତି ।

କର୍କଟ – ଶାରୀରିକ ସୁସ୍ଥ ରହିବେ । କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ ।ବ୍ୟବସାୟରେ ଲାଭର ଆଶା ରହିଛି ।ପାରିବାରିକ ଶାନ୍ତି ମିଳିବ ।ମହିଳାମାନେ ଦୁଃଖ ଭୋଗିପାରନ୍ତି । ଛାତ୍ରଛାତ୍ରୀମାନେ ଦିଗଭ୍ରଷ୍ଟ ହୋଇ ଉପଯୁକ୍ତ ଶିକ୍ଷା ପାଇବେ ।

ସିଂହ – ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଦେଖାଦେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପିଲାମାନଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ଲାଭର ଆଶା କମ୍ । ମହିଳା ଓ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସମ୍ମାନିତ ହେବେ ।

କନ୍ୟା – କର୍ମକ୍ଷେତ୍ରରେ ସମସ୍ତଙ୍କ ସାହାଯ୍ୟ ପାଇ ଖୁସି ହେବେ । ଗୃହରେ ଶାନ୍ତି ମିଳିବ । ବ୍ୟସାୟରେ ଉନ୍ନତି ଦେଖାଦେବ । ଶରୀର ସୁସ୍ଥ ରହିବ । ଋଣ ମୁକ୍ତ ହୋଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ ।

ତୁଳା – ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେର ସତର୍କ ରୁହନ୍ତୁ । ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ଅଶାନ୍ତି ଦେଖାଦେବ ।ମହିଳା ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ଭାଗ ନେଇ ସମ୍ମାନିତ ହେବେ ।

ବିଛା – କର୍ମକ୍ଷେତ୍ରରେ ସହକର୍ମୀମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭବାନ ହେବେ । ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

ଧନୁ – ରାଜନୀତିରେ କେତେକ ଲୋକ ଆପଣଙ୍କର ବିରୋଧୀ ହେବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ।ବ୍ୟବସାୟରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସିତ ହେବେ ।

ମକର – ବହୁ ଦିନର ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଲାଭବାନ ହେବେ । ଚାକିରୀରେ ସାମାନ୍ୟ ଗଣ୍ଡଗୋଳ ଦେଖାଦେଇପାରେ ସ୍ଵାସ୍ଥ୍ୟର ଅବନତି ଘଟିବ । ମହିଳା ଓ ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ ।

କୁମ୍ଭ – ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ମନାନ୍ତର ଘଟିବ । କର୍ମକ୍ଷେତ୍ରରେ ସହକର୍ମୀମାନେ ବିରୁଦ୍ଧାଚରଣ କରିପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ।ଶରୀର ଅସୁସ୍ଥ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

ମୀନ – ନିଜ କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ । ଆର୍ଥିକ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଅଶାନ୍ତି ଲାଗି ରହିବ । ବ୍ୟବସାୟରେ କ୍ଷତିର ସମ୍ଭାବନା ।ସ୍ଵାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସୁଫଳ ପାଇପାରନ୍ତି ।

Exit mobile version