0 Comment
ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବୁଧବାର ହଠାତ୍ ବିଳମ୍ବିତ ରାତିରେ ସଂସଦ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି। ସମ୍ବିଧାନର ଧାରା ୫୮ ଅନୁଯାୟୀ ସଂସଦ ଭଙ୍ଗ ହୋଇଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଆସନ୍ତା ତିନି ମାସ ମଧ୍ୟରେ ଦେଶରେ ନିର୍ବାଚନ ହେବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ବୁଧବାର ପାଞ୍ଚ ବର୍ଷର ସାମ୍ବିଧାନିକ କାର୍ଯ୍ୟକାଳ ସମାପ୍ତ ହେବାର ତିନି ଦିନ ପୂର୍ବରୁ ସଂସଦର ନିମ୍ନ... Read More