ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଗାନ୍ଦେରବଲ ଜିଲ୍ଲା ସୋନମାର୍ଗ ଅଞ୍ଚଳରେ ଆତଙ୍କୀ ହମଲା। ଆତଙ୍କବାଦୀମାନେ ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏକ ଘରୋଇ ନିର୍ମାଣ କମ୍ପାନୀରେ ନିୟୋଜିତ ଥିବା ଶ୍ରମିକମାନେ ଏକ ଅସ୍ଥାୟୀ ଶିବିରରେ ରହୁଥିଲେ। ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତର ଏବଂ ଅନ୍ୟ ୪ ଜଣ ଶ୍ରମିକ ମେଡିକାଲରେ ମୃତ୍ୟୁବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା , ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପ୍ରମୂଖ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

October 21, 2024
0 Comment
58 Views
କାଶ୍ମୀରରେ ଆତଙ୍କୀ ହମଲା : ଜଣେ ଡାକ୍ତର ଓ ୬ ପ୍ରବାସୀ ଶ୍ରମିକ ମୃତ
by Editor
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଗାନ୍ଦେରବଲ ଜିଲ୍ଲା ସୋନମାର୍ଗ ଅଞ୍ଚଳରେ ଆତଙ୍କୀ ହମଲା। ଆତଙ୍କବାଦୀମାନେ ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏକ ଘରୋଇ ନିର୍ମାଣ କମ୍ପାନୀରେ ନିୟୋଜିତ ଥିବା ଶ୍ରମିକମାନେ ଏକ ଅସ୍ଥାୟୀ ଶିବିରରେ ରହୁଥିଲେ। ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତର ଏବଂ ଅନ୍ୟ ୪ ଜଣ ଶ୍ରମିକ ମେଡିକାଲରେ ମୃତ୍ୟୁବରଣ କରିଥିଲେ।... Read More