Site icon ଆଜିକାଲି

ଆଜି ବି ସରଗରମ ରହିପାରେ ବିଧାନସଭା

ଭୁବନେଶ୍ଵର: ଆଜି ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ । ଆଜି ବି ସରଗରମ ରହିପାରେ ବିଧାନସଭା। ଗୃହରେ ବିଦ୍ୟାଳୟ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଭଳି ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଉଠାଇବେ । ତେବେ ଅପରାହ୍ନରେ ଶିଳ୍ପ, ଏମଏସେମି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି। ଏହାସହ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିବେ।

Exit mobile version