Site icon ଆଜିକାଲି

କ୍ୱାର୍ଟରରୁ ମିଳିଲା ସହକାରୀ ଯନ୍ତ୍ରୀଙ୍କ ମୃତଦେହ

ଭବାନୀପାଟଣା – ସହକାରୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ସରକାରୀ କ୍ୱାର୍ଟରରୁ ମିଳିଲା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ମୃତଦେହ । ଜୟପାଟଣା ବ୍ଲକ ମୁଖିଗୁଡ଼ା କ୍ବାର୍ଟରରୁ ସହକାରୀ ଯନ୍ତ୍ରୀଙ୍କ ମୃତଦେହ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯନ୍ତ୍ରୀ ଗଜପତି ଜିଲ୍ଲା ପାରଳାଖମୁଣ୍ଡିର ରଞ୍ଜିତ କୁମାର କର୍ଜି ହୋଇଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Exit mobile version