Site icon ଆଜିକାଲି

ମାଛଧରା ଜାଲରୁ ନାବାଳିକା ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲିଆପାଳ ବଡ଼ତାଳପଦାରୁ ମୃତଦେହ ଉଦ୍ଧାର । ମାଛଧରା ଜାଲରେ ଲାଗିଲା ନାବାଳିକା ମୃତଦେହ । କେନାଲରେ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା । ବାଲିଆପାଳ ପୋଲିସର ତଦନ୍ତ ଜାରି ।

Exit mobile version