Site icon ଆଜିକାଲି

ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

କଟକ : ମିଳିଲା ନିଖୋଜ ମହିଳା କ୍ରିକେଟରଙ୍କ ପତ୍ତା। ଗୁରୁଡିଝାଟିଆ ଥାନା ଓରନ୍ଦା ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିଛି । ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଜଶ୍ରୀଙ୍କ ସ୍କୁଟିଠାରୁ ମାତ୍ର ୨୦୦ ମିଟର ଦୂରରୁ ମିଳିଛି ମୃତଦେହ । ଏହାସହ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ଜଣାପଡ଼ିଛି । ମୃତଦେହ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ କରିଛି କଟକ ମଙ୍ଗଳାବାଗ ପୋଲିସ ।

Exit mobile version