Site icon ଆଜିକାଲି

ରାଜ୍ୟ ମହିଳା କମିଶନରେ ୬ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମହିଳା କମିଶନରେ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କରିଛନ୍ତି। ୬ ଜଣଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ହେଲେ – ସ୍ୱର୍ଣ୍ଣଲତା ସାମଲ , ସୁଜାତା ଦିଗାଲ, ବିଜୟା ବରୱ।, ସ୍ୱାଗତିକା ମହାନ୍ତି, ବବିତା ସ୍ୱାଇଁ ଓ ସରକାରୀ ସଦସ୍ୟା ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି ।

Exit mobile version