ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆଜି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖଡଗେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର। ନିଟ୍ ସମେତ ଅନେକ ପରୀକ୍ଷାରେ ପେପର ଲିକ୍, ଜାଲିଆତି ଓ ଦୁର୍ନୀତି ଏବେ ସାଧାରଣ ବିଷୟ ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ପରୀକ୍ଷା ଓ ଫଳ ପ୍ରକାଶନରେ ଅନିୟମିତତା ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି।

June 7, 2024
0 Comment
113 Views
ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ
by Editor
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆଜି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖଡଗେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର। ନିଟ୍ ସମେତ ଅନେକ ପରୀକ୍ଷାରେ ପେପର ଲିକ୍, ଜାଲିଆତି ଓ ଦୁର୍ନୀତି ଏବେ ସାଧାରଣ ବିଷୟ ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ପରୀକ୍ଷା ଓ ଫଳ ପ୍ରକାଶନରେ ଅନିୟମିତତା ପାଇଁ ସେ ସରକାରଙ୍କୁ... Read More