Site icon ଆଜିକାଲି

ପଥର ତଳୁ ମାମୁ-ଭଣଜାଙ୍କ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି : ଗଜପତି ଜିଲା ବନ୍ଧାଗୁଡ଼ା କ୍ରସର୍ ନିକଟରେ ବ୍ଲାଷ୍ଟିଂ ବେଳେ ବିରାଟ ପଥର ତଳେ ଚାପି ହୋଇ ପ୍ରାଣ ହରାଇଥିବା ମାମୁ ଓ ଭଣଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୩୦ ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ ପରେ ଉଦ୍ଧାର ହୋଇଛି ମାମୁଭଣଜାଙ୍କ ମୃତଦେହ । ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଏମକେସିଜି ପଠାଯାଇଛି ।

ଉଭୟ ମୃତକଙ୍କ ପରିବାରକୁ କ୍ଷତିପୂରଣ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ।

Exit mobile version