Site icon ଆଜିକାଲି

ଆଜିଠୁ କମିବ ବର୍ଷା ବିସ୍ତୃତି, ୧୪ରୁ ୨୦ ଯାଏଁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର : ଆଜିଠାରୁ କମିବ ବର୍ଷାର ବିସ୍ତୃତି। ହେଲେ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ । ଆସନ୍ତା ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ସମ୍ପୂର୍ଣ୍ଣ କମିବା ସହ ପାଗରେ ପରିବର୍ତ୍ତନ ଆସିବ।

ତୃତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ତୃତୀୟ ସପ୍ତାହରେ ସମ୍ଭାବ୍ୟ ବାତ୍ୟା ନେଇ ଦୁଇଟି ମଡେଲର ଆକଳନ ପରେ ଅନ୍ୟ ମଡେଲ ଉପରେ ନଜର ରହିଛି । ତେବେ ବାତ୍ୟା ନେଇ କୌଣସି ସୂଚନା ଦେଇନାହିଁ ଭାରତୀୟ ପାଣିପାଗ ବିଭାଗ ।

Exit mobile version