Site icon ଆଜିକାଲି

ସନ୍ଦିଗ୍ଧ ଗୁପ୍ତଚର ପାରାଠୁ ଜବତ ସାମଗ୍ରୀ ଯାଞ୍ଚ ପାଇଁ ଡିଆରଡିଏ ପଠାଯିବ



କଟକ : ପାରାଦ୍ୱୀପରୁ ଉଦ୍ଧାର ଗୁପ୍ତଚର ପାରାଠୁ ଜବତ ଡିଭାଇସକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓକୁ ପଠାଯିବ । ଏସଏଫଏସଏଲ ଯାଞ୍ଚରେ ଅଧିକ ତଥ୍ୟ ନ ମିଳିବାରୁ ଡିଆରଡିଓକୁ ଯାଞ୍ଚ ପାଇଁ ପଠାଯିବ ପାରାର ଗୋଡ଼ରେ ଲାଗିଥିବା ସୋଲାର ପ୍ୟାନେଲ୍ ଓ ଟ୍ରାନ୍ସମିଟର୍ । ଏବେ କଟକ ପାରା ତାଲିମ କେନ୍ଦ୍ରରେ ଅଛି ଗୁପ୍ତଚର ପାରା । ପାରାର ଡେଣାରେ ମାଣ୍ଡାରିନ ଭାଷାରେ କିଛି ଲେଖାଯାଇଛି , ଯାହା କି କିଛି ବୁଝା ପଡ଼ିନାହିଁ।

Exit mobile version