Site icon ଆଜିକାଲି

ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ହୁତୁ ହୁତୁ ହୋଇ ଜଳିଗଲା କାର

କୋରାପୁଟ : କୋରାପୁଟ ସହରର ବନବାସୀ କଲୋନୀର ଘଟଣା । ହୁତୁ ହୁତୁ ହୋଇ ଜଳିଗଲା କାର । ରାତି ଅଧରେ ଘର ଆଗରେ ଥିବା କାରରେ ଅଗ୍ନିକାଣ୍ଡ ।

ଗୋଟିଏ କାରରେ ନିଆଁ ଲାଗିଥିବା ବେଳେ ପାଖରେ ଥିବା ଆଉ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଛନ୍ତି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ କାରରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛି ପୋଲିସ୍ । ଏନେଇ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version