Site icon ଆଜିକାଲି

ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ନୂଆପଡା : ନୂଆପଡା ଜିଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ପାଖରେ ଅଘଟଣ । ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । ମୃତକ ହେଉଛନ୍ତି ଢେକୁନପାନି ଗାଁର । କେବଳ ସେତିକି ନୁହେଁ ମୃତ ଶରୀର ନିକଟରେ ପୋଷ୍ଟର ଛାଡି ଚାଲି ଯାଇଥିବା ସୁଚନା ଦେଇଛନ୍ତି ନୂଆପଡା ଏସପି ।

Exit mobile version