Site icon ଆଜିକାଲି

ରାଜ୍ୟରେ ଶୀତର ପ୍ରକୋପ ଜାରି : ସେମିଳିଗୁଡା ଓ ଜି. ଉଦୟଗିରି ଥଣ୍ଡା ସହର 


ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ୮ ଡିଗ୍ରୀ ସେଲସିୟସ ସହ ସେମିଳିଗୁଡ଼ା ଓ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି । ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ କରିଛି । କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ , କୋରାପୁଟରେ ୧୦ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭବାନୀପାଟଣାରେ ୧୦.୬ ଡିଗ୍ରୀ, ଝାରସୁଗୁଡ଼ା ୧୦.୮ ଡିଗ୍ରୀ, ଚିପିଲିମା ୧୦.୮ ଡିଗ୍ରୀ ସୁନ୍ଦରଗଡ ଓ ଦେବଗଡ଼ରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି।

Exit mobile version