Site icon ଆଜିକାଲି

ଆସନ୍ତାମାସରେ ପୁଣି ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାମାସରେ ପୁଣି ଓଡ଼ିଶା ଆସିପାରନ୍ତି । କିନ୍ତୁ ଡିସେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ରାଷ୍ଟ୍ରପତି ଓଡ଼ିଶା ଆସିବା ସମ୍ଭାବନା ରହିଛି।

ଗତ ଓଡ଼ିଶା ଗସ୍ତରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତ କରି ନ ଥିଲେ। ତେଣୁ ଆଗାମୀ ଗସ୍ତରେ ସେ ନିଜ ଗାଁ ଉପର ବେଡା-ପାହାଡ଼ପୁର ଗସ୍ତ କରିବେ। ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

Exit mobile version