Site icon ଆଜିକାଲି

ପୁଣି ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ପୁଣି ବଢିଲା କାର୍ଯ୍ୟକାଳ । ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କାର୍ଯ୍ୟକାଳ ବୃଦ୍ଧି ପାଇଁ ହୋଇଥିବା ସୁପାରିଶକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବେ ସୁରେଶ ମହାପାତ୍ର ।

Exit mobile version