Site icon ଆଜିକାଲି

ଜାତୀୟ ରାଜପଥରେ ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ଥାନା ଅନ୍ତର୍ଗତ ଜାମଟାଲ ନିକଟରେ ସୋମବାର ସକାଳେ ଏକ ଟ୍ରକରେ ଲାଗିଲା ନିଆଁ । ଯୁଯୁମୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ତେବେ କେଉଁ ପରିସ୍ଥିତିରେ ଅଗ୍ନକାଣ୍ଡ ଘଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Exit mobile version