Site icon ଆଜିକାଲି

ଯାତ୍ରୀବାହୀ ବସକୁ ଧକ୍କା ଦେଇ ଓଲଟିଲା ଟ୍ରକ

ସମ୍ବଲପୁର : ବସକୁ ଧକ୍କା ଦେଲା ଟ୍ରକ । ନାଇଟ କୋଚ୍ ଯାତ୍ରୀବାହୀ ବସ୍ ଶ୍ରୀରାମକୁ ଧକ୍କା ଦେଇ ଓଲଟି ପଡିଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ସମସ୍ତ ଯାତ୍ରୀ।

ବରଗଡ଼ରୁ ବୁର୍ଲା ଅଭିମୁଖେ ଆସୁଥିବା ବେଳେ ଗୋଳଗୁଣ୍ଡା ଓଭର ବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version