Site icon ଆଜିକାଲି

ସ୍ୱାମୀକୁ ମାରି ସ୍ତ୍ରୀ ଫେରାର୍, ହତ୍ୟାର କାରଣ ଅସ୍ପଷ୍ଟ


ବଲାଙ୍ଗୀର: ବଲାଙ୍ଗୀର ତୁଷୁରାରେ ଅଭାବନୀୟ ଘଟଣା । ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ଗତକାଲି ରାତିରେ ହତ୍ୟା କରି ଫେରାର ମାରିଥିବା ହୋଇଛି ଅଭିଯୋଗ । ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ତୁଷୁରା ପୋଲିସ । ତେବେ ହତ୍ୟାକାଣ୍ଡର କାରଣ କଣ ତାହା ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ପରେ ଘଟମା ସାମ୍ନାକୁ ଆସିବ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Exit mobile version