Site icon ଆଜିକାଲି

ମହାନଦୀକୁ ଡେଇଁ ଯୁବକ ନିଖୋଜ

କଟକ : ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ଅଛନ୍ତି । ମୁଣ୍ଡୁଳି ବ୍ରିଜ୍ ଉପରେ ସ୍କୁଟି ରଖି ଯୁବକ ଜଣକ ପାଣିକୁ ଡେଇଁପଡିଥିବା ପ୍ରତ୍ୟେକ୍ଷଦର୍ଶିଙ୍କ ସୂତ୍ରରୁ ପ୍ରକାଶ । ଯୁବକ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ହୋଇଥିବା ସୂଚନା ମିଳିଛି । ଗାଡିରୁ ତାଙ୍କର ଡିଏଲ ଓ ପ୍ୟାନ କାର୍ଡ଼ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଚଳାଇଛନ୍ତି । ତେବେ ନିଖୋଜଙ୍କ କୌଣସି ସନ୍ଧାନ ମିଳିପାରିନାହିଁ ।

Exit mobile version