Site icon ଆଜିକାଲି

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ଡିଜିପି ସୁନୀଲ ବଂଶଲ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବଜେଟ୍‌ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

୧୦ ଅତିରିକ୍ତ ଡିସିପି,୧୩ ଆଇଇସି ମୁତୟନ ହେବେ । ୮୫ ଜଣ ଅଫିସର, ୨୦୦ କନଷ୍ଟେବଳ ମଧ୍ୟ ଅଧିବେଶନ କାଳରେ ମୁତୟନ ହେବେ ।

Exit mobile version