Site icon ଆଜିକାଲି

୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ, ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ

କଳାହାଣ୍ଡି : ଏସଟିଏଫ କବ୍ଜାରେ ବାଘଛାଲ ବେପାରୀ । ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ । ଜଣେ ବେପାରୀକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ ।

କଳାହାଣ୍ଡି ଜିଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ ସାଧା ପୋଷାକରେ ଚଢାଉ କରିଥିଲା STF । ବାଘ ଓ ହରିଣ ଛାଲ ଜବତ କରିବା ସହ ବେପାରୀ ଖଗେଶ୍ୱର ପୁଟେକୁ ମାଡିବସିଥିଲା । ଖଗେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Exit mobile version