Site icon ଆଜିକାଲି

ଓଲଟିଲା ପର୍ଯ୍ୟଟକ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ

ବାଲିଗୁଡା : କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ମହାଗୁଡ଼ି ନିକଟରେ ପର୍ଯ୍ୟଟକ ବସଟି ଓଲଟି ପଡିଥିଲା । ଦୁର୍ଘଟଣାରେ ପର୍ଯ୍ୟଟକ ୨୫ରୁ ଅଧିକ ଯାତ୍ରୀ ଆହତ । ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସଟି ପଶ୍ଚିମବଙ୍ଗରୁ ଆସିଥିଲା । ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ । ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିସାରି ଗୋପାଳପୁର ଅଭିମୁଖେ ଯିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Exit mobile version