Site icon ଆଜିକାଲି

ପୁରୀ-ତାଳଚେର ରୋଡ ଷ୍ଟେସନ ମଧ୍ୟରେ ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ

ପୁରୀ : ପୁରୀ ତାଳଚେର ରୋଡ ଷ୍ଟେସନ ମଧ୍ୟରେ ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ `। ଦିନ 9ଟାରେ ପୁରୀରୁ ଗଡ଼ିବ ଟ୍ରେନ । ଦିନ ୧୨ଟା ସୁଦ୍ଧା ତାଳଚେର ରୋଡ ଷ୍ଟେସନରେ ପହଞ୍ଚିବା ନେଇ ସୂଚନା । ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ୨ ମିନିଟ ଲେଖାଏ ରହିବ ଏକ୍ସପ୍ରେସ ।

ପୂର୍ବୋଦୟର ବିକାଶକୁ ଫୋକସ ଦେଇଛନ୍ତି ମୋଦି ସରକାର। ଯାତାୟାତର ସୁବିଧା କ୍ଷେତ୍ରରେ ବନ୍ଦେ ଭାରତ ଏକ୍ସପ୍ରେସ ଏକ ନିର୍ଣ୍ଣାୟକ ଭୂମିକା ନିଭାଉଥିବା ବେଳେ ଓଡ଼ିଶାର ବିଭିନ୍ନ ରୁଟରେ ଏହାର ପ୍ରଚଳନ ରାଜ୍ୟବାସୀଙ୍କୁ ଅନେକ ସୁବିଧା ଯୋଗାଉଥିବା ଦେଖିବାକୁ ମିଳିଛି।

Exit mobile version