Site icon ଆଜିକାଲି

ଓଲଟିଲା ଗୋରୁ ବୋଝେଇ ଟ୍ରକ, ୮ ଗୋରୁ ମୃତ

ଜଳେଶ୍ୱର : ବାଲେଶ୍ଵର ଜିଲା ଭୋଗରାଇ ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ ମହାନ୍ତି ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ୮ ଗୋରୁଙ୍କ ମୃତ୍ୟୁ ହୋଇଛି । ଗୋଚାଲାଣକାରୀ ଟ୍ରକରେ ୩୦ରୁ ଅଧିକ ଗୋରୁ ଥିଲେ ।ମେରାଇନ ଥାନା ପୋଲିସ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଗୋରୁ ମାନଙ୍କୁ କେଉଁ ସ୍ଥାନକୁ ନିଆଯାଉଥିଲା ତାହା ଜଣାପଡ଼ିନାହିଁ ।

Exit mobile version