Site icon ଆଜିକାଲି

୨୫ ଅକ୍ଟୋବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଆୟରେ ବୃଦ୍ଧି ହେବ।ଆପଣଙ୍କ ମନରେ ରହିଥିବା ବିଦେଶ ଯିବାର ଇଛା ପୂରଣ ହୋଇଯିବ। କୌଣସି ଅଜଣା ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ ନୁହେଁ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଜୀବନସାଥୀଙ୍କ ପାଇଁ ଆପଣ କିଛି ବସ୍ତ୍ର ଓ ଗହଣା କ୍ରୟ କରି ପାରନ୍ତି। ବିଦ୍ୟାର୍ଥୀ ମାନେ ନିଜ ଘରର ସମସ୍ୟା କାରଣରୁ ପାଠପଢାରେ ମନ ଦେଇ ନ ପାରନ୍ତି।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ରଚନାତ୍ମକ କାର୍ଯ୍ୟରେ ଆପଣ ଆଗକୁ ବଢ଼ିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଅନ୍ୟ କାହା ଠାରୁ ଉଧାର ନିଅନ୍ତୁ ନାହିଁ। ଭବିଷ୍ୟତକୁ ନେଇ ଆପଣ ଏବେଠାରୁ ଧନ ସଞ୍ଚୟ କରିବେ। ନ୍ୟାୟିକ ମାମଲାରେ ଆପଣଙ୍କୁ ଅଧିକ ସତର୍କ ଏବଂ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି। ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିବେ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଯଦି ଆପଣଙ୍କ ବନ୍ଧୁ କୌଣସି ପ୍ରତିଯୋଗିତାରେ ଭାଗ ନେବେ, ତାହେଲେ ଆପଣ ତାଙ୍କର ସାହସ ବଢ଼ାଇବେ। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଆଜି ଆପଣଙ୍କୁ ନିଜ ବିଚାର ସକାରାତ୍ମକ ରଖିବା ଆବଶ୍ୟକ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିବ। କୌଣସି ସ୍ଥାନରେ ନିବେଶ କରିବାରୁ ଆପଣ ବଞ୍ଚିତ ରୁହନ୍ତୁ। ସବୁ କ୍ଷେତ୍ରରେ ପିତାମାତାଙ୍କ ପରାମର୍ଶ ନିଶ୍ଚିତ ଭାବରେ ନିଅନ୍ତୁ। ସନ୍ତାନଙ୍କ ତରଫରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ପୁରୁଣା ବନ୍ଧୁଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଧ୍ୟାତ୍ମ୍ୟ ପ୍ରତି ଆପଣଙ୍କର ରୁଚି ବଢିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ପିତାମାତାଙ୍କ ସେବାରେ ଆପଣ ମନୋନିବେଶ କରିବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ଅଯଥା ବିବାଦରେ ସାମିଲ ହେବା ଉଚିତ ନୁହେଁ। ଆପଣ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବେ, ଯାହା ଆପଣଙ୍କ ପାଇଁ ଅନୁକୂଳ ଅଟେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ କୌଣସି ଗୁରୁତ୍ବପୂର୍ଣର୍ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ।ଭୂମି, ବାହନ ଆଦି କ୍ରୟ କରି ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ବାହାର ସ୍ଥାନକୁ ଯାଇ ପାରନ୍ତି। ପରୀକ୍ଷାର୍ଥୀ ମାନେ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ। ଆଇନା କଠିନ ପରିଶ୍ରମ ବଳରେ ନୂତନ ପ୍ରୋଜେକ୍ଟ ହାସଲ କରିବେ। କାର୍ଯ୍ୟକ୍ଷେତ୍ରରେ ଲୋକେ ଆପଣଙ୍କ ଠାରୁ ପରାମର୍ଶ ନେବାକୁ ଆସିବେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରି ପାରନ୍ତି। ଆୟରେ ବୃଦ୍ଧି ହେବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟିକ ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କ ସୁଖ ସୁବିଧାରେ ବୃଦ୍ଧି ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ନୂତନ ବାହନ କ୍ରୟ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଅନୁକୂଳ ରହିଛି। ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ।

Exit mobile version