Site icon ଆଜିକାଲି

୫ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ମନ ଅଶାନ୍ତ ରହିବ। ବ୍ୟବସାୟରେ ଉନ୍ନତି ଘଟିବ। ଆୟ ମଧ୍ୟ ବୃଦ୍ଧି ପାଇବ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରର ସମର୍ଥନ ପାଇବେ।

ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ବୌଦ୍ଧିକ କାର୍ଯ୍ୟରେ ସମ୍ମାନ ପାଇବେ। ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି। ମା’ଙ୍କ ସମର୍ଥନ ପାଇବେ।

ମିଥୁନ: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରର ସମର୍ଥନ ପାଇବେ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିପାରେ। ଅର୍ଥର ଅଭାବ ରହିବ। ଭ୍ରମଣର ସମ୍ଭାବନା ରହିଛି।

କର୍କଟ: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ହୋଇପାରେ। ଆୟ ବଢ଼ିବ। ଶୈକ୍ଷିକ କାର୍ଯ୍ୟର ସୁଖଦ ପରିଣାମ ପାଇବେ।

ସିଂହ: ମା’, ବାପା ଆପଣଙ୍କ ସହିତ ରହିବେ। ବ୍ୟବସାୟରେ ଲାଭର ଯୋଗ ରହିଛି। ପରିବାର ସହିତ ଭ୍ରମଣରେ ଯାଇପାରନ୍ତି। ସମ୍ମାନ ପାଇବେ।

କନ୍ୟା: ଧାର୍ମିକ ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିପାରେ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଖାଦ୍ୟକୁ ନେଇ ସଚେତନ ରୁହନ୍ତୁ।

ତୁଳା: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ପରିଶ୍ରମ ଅଧିକ କରିବେ। ଅଫିସ୍‌ରେ ଅଧିକାରୀଙ୍କ ସହ ମତଭେଦ ହୋଇପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିପାରେ।

ବିଛା: ମାନସିକ ଶାନ୍ତି ରହିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ମିଠା ଖାଦ୍ୟ ପାଇଁ ଆଗ୍ରହୀ ହେବେ।

ଧନୁ: ଅଧିକ ଉତ୍ସାହୀ ହେବାଠାରୁ ଦୂରେଇ ରୁହନ୍ତୁ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଅତ୍ୟଧିକ ଅଳସୁଆ ଲାଗିବ। ଧାର୍ମିକ ସ୍ଥାନ ବୁଲିପାରନ୍ତି।

ମକର: ମନ ଖୁସି ରହିବ। ପରିବାରରେ ସୁଖ, ଶାନ୍ତି ରହିବ। ଆୟର ଉତ୍ସ ବଢ଼ିପାରେ। ଧୌର୍ଯ୍ୟବାନ ହୁଅନ୍ତୁ। ଜିଦ୍‌ଖୋର ରହିବେ। କୌଣସି ଜଣେ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି।

କୁମ୍ଭ: ଚାକିରିରେ ପଦୋନ୍ନତି ପାଇପାରନ୍ତି। ଆୟ ବୃଦ୍ଧି ପାଇବ। ଅଧିକ ପରିଶ୍ରମ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବାପାଙ୍କଠାରୁ ସମର୍ଥନ ପାଇବେ।

ମୀନ: ବୈବାହିକ ସୁଖ ବୃଦ୍ଧି ପାଇବ। ପରିବାରରେ ସୁଖ, ଶାନ୍ତି ରହିବ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି। ମା’, ବାପାଙ୍କ ସମର୍ଥନ ପାଇବେ। ସନ୍ତାନଠାରୁ ଭଲ ଖବର ପାଇବେ।

Exit mobile version