Site icon ଆଜିକାଲି

ଆଜିଠୁ ତିନିଦିନ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଆଜି ୪ଟି ଜିଲ୍ଲା ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ

ଭୁବନେଶ୍ବର : ସାରା ଓଡ଼ିଶାରେ ଅଧିକ ତାତି ଅନୁଭବ ହେବ । କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗ‌ରୁ ଗରମ ତଥା ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଥିବାରୁ ତାତି ଆହୁରି ବଢିବ । ୩ରୁ ୫ ଡିଗ୍ରୀ ତାତି ବଢିପାରେ। ଆଜି ୪ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ସୋନପୁରକୁ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ୮ ଓ ୧୭ ତାରିଖରେ ୫ ଜିଲ୍ଲାକୁ ହିଟ୍ ୱେଭ୍‌ ସତର୍କତା ଜାରି ହୋଇଛି । ଦୁଇ ଦିନରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ବଢ଼ିପାରେ ।

Exit mobile version