Site icon ଆଜିକାଲି

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । କଟକ କଲେଜ ଛକ ମଙ୍ଗଳା ମନ୍ଦିର ଓ୍ବାର୍ଡ ନଂ ୩୯ ରେ ଅଯୋଧ୍ୟା ଅକ୍ଷତ କଳସ ଯାତ୍ରା କାର୍ଯ୍ୟକ୍ରମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ମହାଙ୍ଗାରେ ଯୁବା ସଂକଳ୍ପ ସମାବେଶ ଓ ଜାତୀୟ ଯୁବ ଦିବସ ଉତ୍ସବରେ ସାମିଲ ହେବେ ଓ ପରେ ଅନୁଗୁଳ ଜିନ୍ଦଲନଗରରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।

Exit mobile version