Site icon ଆଜିକାଲି

ଗାଡ଼ିରେ ଏଚଏସଆରପି ଲାଗିନଥିଲେ ଜୁନ ୨୩ରୁ ଜୋରିମାନା ଆଦାୟ

ଭୁବନେଶ୍ବର : ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ -ଏଚଏସ ଆରପି ଲାଗିନଥିଲେ ଏଣିକି ଦେବାକୁ ପଡ଼ିବ ଜୋରିମାନା । ଜୁନ୍ ୨୩ ତାରିଖରୁ ଏନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ କରାଯିବ । ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଏ ସଂପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି।

Exit mobile version