କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଘଟଗାଁ ତହସିଲ ରେ କାର୍ଯ୍ୟରତ କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଛି। ବାଲେଶ୍ଵର ଭିଜିଲାନ୍ସ ଏସ ପି ଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଏବଂ ବାକେଶ୍ୱର ଭିଜିଲାନ୍ସ ର ଟିମ ଏଥିରେ ସାମିଲ ହୋଇଥିବା ବେଳେ ତାଙ୍କର ଅଫିସ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି